ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - ଶେଷ ବଘାର , ସୁନ୍ଦରଗଡ଼

    :: କାର୍ଗିଲ୍ ବିଜୟ ଦିବସ ::                                           
ଲଢ଼ି ଥିଲେ ଆମର ବିର ଯବାନ 
ଇତିହାସ ଥି ହେଲା ଲେଖା ନା
ବିଶ୍ୱ ଦରବାର ଥି ତୀରଙ୍ଗା
ମାନ ବଢ଼ାଳେ କାର୍ଗିଲ ଜିତି 
ସତ ସହସ୍ର ସିଂହ ବଲ କରି 
ଭାରତ ମାତା ଯେ କହି ଲଢ଼ି ଗଲେ 
ଆଝିର ସେ ବିଜୟ ଦିବସ ଆଇଛେ 
ଗର୍ବେ ଆମର ଛାତି ଫୁଲି ଉଠୁଛେ 
ଭାରତ ମାତାର କେତେ ପୁତା 
ଜୀବନ କେ ଦେଲେ ଛଡେଇ 
ମହକି ଗଲା ସାରା ବିଶ୍ୱ ଆଗେ 
ଭାରତ ଦେଶ ନୁହେଁ ସେ କମ କାହାର ଆଗେ ।

ଶେଷ ବଘାର 
(ରାଉରକେଲା )
ସୁନ୍ଦରଗଡ଼

No comments: